Skip to content

ଜୟଗୁରୁ,
ପରମ ପୂଜ୍ୟପାଦ ଶ୍ରୀଶ୍ରୀ ଆଚାର୍ଯ୍ୟଦେବଙ୍କ ଆଶୀର୍ବାଦ ଏବଂ ପୂଜନୀୟ ଶ୍ରୀ ଶ୍ରୀ ଅବିନ ଦାଦାଙ୍କ’ର ଐଶୀ ପ୍ରେରଣାରେ ଏଥର ଭୁବନେଶ୍ୱର ଉତ୍ସବରେ ଇଷ୍ଟାଲୋଚନା ଏବଂ ସାସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ଏକ ନିଆରା ଶୈଳୀରେ ହେବାକୁ ଯାଉଛି । ଯେଉଁମାନେ ପେଣ୍ଡାଲରେ ଗୀତ,ବାଦ୍ୟ,ନୃତ୍ୟ ଏବଂ ଯାଜନ ରେ ଅଂଶ ଗ୍ରହଣ କରିବାକୁ ଇଚ୍ଛୁକ ସମସ୍ତେ ନିଜ ନିଜର ତଥ୍ୟ ଗୁଡିକ ତା 29/01/2024 ସୋମବାର ସୁଦ୍ଧା ଦେବେ । ପୂଜନୀୟ ଶ୍ରୀଶ୍ରୀ ଅବିନ ଦାଦାଙ୍କ’ର ଇଚ୍ଛା ଆଗାମୀ ପିଢ଼ି ର ପିଲାମାନେ ଏହି ମହାନ ଯଜ୍ଞରେ ସାମିଲ ହୋଇ ନିଜେ କୃତକୃତାର୍ଥ ହୁଅନ୍ତୁ ଏବଂ ପରବର୍ତ୍ତୀ ପିଢ଼ି ପାଇଁ ଏକ ପ୍ରେରଣାର ସ୍ରୋତ ହୁଅନ୍ତୁ ।
ସତସଙ୍ଗ ବିହାର ଭୁବନେଶ୍ୱର ଠାରେ 5 FEB ଠାରୁ REHEARSAL ଗୁଡିକ ଆରମ୍ଭ ହେବ ।

ନିମ୍ନ FORMAT ଅନୁସାରେ FILL UP କରି
8249668370 କିମ୍ବା 8908894470 WHATSAAP/CALL ନମ୍ୱରରେ ମାଧ୍ୟମରେ ଜଣାଇବେ ।